ମୁଷ୍କ ଚ୍ଛେଦ
ମୁଷ୍କ ଛେଦନ, ମୁଷ୍କ ମୋଚନ—ଅନ୍ୟରୂପ
ପୁଂସ୍ତ ନଷ୍ଟ କରିବା ପାଇଁ ପୁରୁଷ ଜୀବର ଅଣ୍ଡକୋଷକୁ କାଟିବା ପ୍ରକ୍ରିୟା— ଖାସୁ କରିବା, ଆକ୍ତା କରିବା — Castration.; gelding.