Jump to content

ମୁଷ୍ଟା ମୁଷ୍ଟି

ଉଇକିଅଭିଧାନ‌ରୁ

ମୁଷ୍ଟା ମୁଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରସ୍ପର ବିଧା ବା ମୁଥ ମରାମରି — Mutual dealing of fist blows.

[ଉ—ମୁଷ୍ଟା ମୁଷ୍ଟି, ମୁଥା ମୁଥି, କଚା ରଚି, ଗଡ଼ିଲେ ଅବନୀତଳେ ବେନି ରଣଗୋଳେ—ରାଧାନାଥ ମହାଯାତ୍ରା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରସ୍ପର ବିଧା ବା ମୁଥା ମରା ମରି ହେଉଥିବା —Dealing fist blows on each other.