ମୁଷ୍ଟିକ
ଦେଖଣା
ମୁଷ୍ଟିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୁଷ୍ ଧାତୁ+କର୍ତ୍ତୃ. ତି+ସଂଜ୍ଞାର୍ଥେ. କ)
[ସମ୍ପାଦନା]- ୧. ରାଜା କଂସର ମଲ୍ଲ ବିଶେଷ —୧. A warrior under the demon kaṁṡa.
[ଦ୍ରଷ୍ଟବ୍ୟ —ବଳରାମ ଏହାକୁ ବଧ କରିଥିଲେ —ବିଶ୍ୱକୋଷ ]
- ୨. (+ଅଧିକରଣ. ତି+କ) ଧାତୁ ତରଳାଇବା ପାତ୍ର; କୋଇ — ୨. Crucible.
- ୩. (ମୁଷ୍ଟି +ପ୍ରୟୋଜନ ଏହାର, ଏହି ଅର୍ଥରେ କ) ସ୍ୱର୍ଣ୍ଣକାର; ବଣିଆ —୩. Goldsmith.