Jump to content

ମୁଷ୍ଟିମେୟ

ଉଇକିଅଭିଧାନ‌ରୁ

ମୁଷ୍ଟିମେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମୁଷ୍ଟି+ମା ଧାତୁ+କର୍ମ. ଯ)

[ସମ୍ପାଦନା]
୧. ମୁଷ୍ଟି—ଦ୍ୱାରା ପରିମେୟ ; ମୁଠାଏ —୧. A handful of.
୨. ଅଳ୍ପ ପରିମାଣ —୨. Little (in quantity).
୩. ଅଳ୍ପସଂଖ୍ୟକ —୩. Few (in number).