ମୁଷ୍ଟି ଯୋଗ
ଦେଖଣା
ମୁଷ୍ଟି ଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଷ୍ଟି+ଯୋଗ)
[ସମ୍ପାଦନା]- ୧. ତୁଟୁକା ଔଷଧ, ଚେରମୂଳି ଆଦି —୧. Simple herbs.
- ୨. ସୂକ୍ଷ୍ମ ଉପାୟ ଅବଲମ୍ୱନପୂର୍ବକ ଶରୀରକ୍ଷା, ବଳ ସମାଧାନ ଓ ରୋଗ ନିରସନ ଆଦି ପାଇଁ ହଂଯୋଗୋକ୍ତ ଯୋଗପ୍ରକ୍ରିୟା ବିଶେଷ —୨. Simple exercises enjoyed in the Hathajoga as remedies for keeping the body strong, healthy.
[ଦ୍ରଷ୍ଟବ୍ୟ —ଅନେକ ସ୍ଥଳରେ ଦେଖାଯାଏ ଯେ ଅନେକ ରୋଗ ଆୟୂର୍ବେଦୋକ୍ତ ପ୍ରଶସ୍ତ ଓ ଜଟିଳ ଔଷଧ ପ୍ରୟୋଗରେ ଆରୋଗ୍ୟ ହୁଏ ନାହିଁ, କିନ୍ତୁ ସାମାନ୍ୟ ମୁଷ୍ଟି ଯୋଗରେ ତାହା ଆରୋଗ୍ୟ ହୁଏ; ଯଥା—ଡାହାଣ ନାକପୁଡ଼ାରେ ନିଶ୍ୱାସ ଗଲାବେଳେ ଭୋଜନ କରିବା, ବାମ ନାଶାରେ ନିଶ୍ୱାସ ଗଲାବେଳେ ଶୋଇବା, ସକାଳୁ ଉଠି ବାସିପାଣି ପିଇବା, ଲୁଣ ଅଦା ଚୋବାଇବା ]