ମୁସଦି
ଦେଖଣା
ମୁସଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁତ୍ସଦ୍ଦୀ)
[ସମ୍ପାଦନା]- ୧. ମୋହରର୍; ଲେଖକ —୧. Writter; clerk.
- ୨. ପେସ୍କାର —୨. A ministerial officer who puts up record before a superior officeal.
- ୩. ବ୍ୟବସ୍ଥା କରିବା କର୍ମଚାରୀ —୩. An officer in charge of arrangement.
[ଉ—ସାରା ଫଉଜ ହେଲେ ତୟାର, ମୁସଦି ମୂସା ହେଲେ ବାହାର—ବ୍ରଜନାଥ. ସମର— ତରଙ୍ଗ ]
- ୪. ହିସାବରକ୍ଷକ —୪. Accountant.
- ୫. ଗୁମାସ୍ତା —୫. Agent.