Jump to content

ମୁସୁକୁଲି

ଉଇକିଅଭିଧାନ‌ରୁ

ମୁସୁକୁଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ମୁସ୍[ସୁ]କିଲ୍ [ଲି], ମୁସ୍କିଲ୍[ଲି],ମୁସ୍କୁଲିଅନ୍ୟରୂପ

ବୈଦେଶିକ - ଅ ଓ ବିଣର ବିଶେଷଣ - , କ୍ରି.ବିଶେଷଣ - (ଆରବୀ - ମୁଷ୍କୀଲ୍)

[ସମ୍ପାଦନା]
୧. ମହା; ଅତ୍ୟନ୍ତ —୧. Great; very; very much.
୨. ଶକ୍ତ; ଅସହଜ —Difficult.

[ଉ—ଏହା ବିପଦ କି ସମ୍ପଦ, ମହା ମୁସ୍କିଲି—ଫକୀର— ମୋହନ. ଛମାଣ ଆଠଗୁଣ୍ଠ ]