ମୁସ୍ତାଫା
ଦେଖଣା
ମୁସ୍ତାଫା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁସ୍ତଫା)
[ସମ୍ପାଦନା]- ୧. ମୁସଲମାନ ଉଚ୍ଚ— ବଂଶୀୟ ବ୍ୟକ୍ତିଙ୍କ ନାମ ପୂର୍ବରେ ଲାଗିବା ଉପାଧି ବିଶେଷ —୧. A title prefixed to the name of Mahomedan nobles.
- ୨. ହଜ୍ରତ୍ ମହମ୍ମଦଙ୍କ ନାମାନ୍ତର (ବିଶ୍ୱକୋଷ) —୨. A name of the prophet Mahammad.
[ଦ୍ରଷ୍ଟବ୍ୟ —ତୁର୍କୀଜାତୀୟ ଅନେକ ଶାସନକର୍ତ୍ତା ଓ ତୁରଷ୍କର ସୁଲତାନଙ୍କ ଏହି ନାମ ଥିଲା ଖ୍ରୀ ୧୭ଶଠାରୁ ୧୯: ଶତାବ୍ଦି ମଧ୍ୟରେ ଏହି ନାମଧାରୀ ୪ ଜଣ ତୁରଷ୍କାର ସୁଲତାନ ହୋଇଥିଲା ]