ମୁହଁକୁ ଚାହିଁବା
ଦେଖଣା
ମୁହଁକୁ ଚାହିଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁକୁ ଚାହିଁବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପରର ମୁଖାପେକ୍ଷୀ ହେବା —୧. To slavishly depend upon another's pleasure.
- ୨. ପ୍ରିୟ ବ୍ୟକ୍ତିର ମୁଖାବଲୋକନ କରି ଶାନ୍ତି ବା ସୁଖ ପାଇବା —୨. To have peace of mind or happiness by having a look at the face of one's near and dear one's.
- ୩. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ଉପ୍ରୋଧ କରିବା; ଅନ୍ୟର ମୋହବତ୍ ରକ୍ଷା କରିବା —୩. (figurative) To show regard for the feeling of another.