ମୁହଁରୁ ବରତିବା
ଦେଖଣା
ମୁହଁରୁ ବରତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁରୁ ବରତିବା
|
(ମୁହଁରୁ ବ୍ରତିବା—ଗ୍ରାମ୍ୟରୂପ)
(ମୁହଁରୁ ବର୍ତ୍ତିବା, ମୁହଁରୁ ବଞ୍ଚିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିପଦର କବଳରୁ ଉଦ୍ଧାର ଲାଭ କରିବା —To come out of a grave danger unscathed
(ଯଥା—ମୁଁ ହାଣ ମୁହଁରୁ ବରତିଗଲି)