ମୁହଁରୁ ଲାଳ ବୋହିବା
ଦେଖଣା
ମୁହଁରୁ ଲାଳ ବୋହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁରୁ ଲାଳ ବୋହିବା
|
ମୁହଁ ନାଳ(ଳି)ଚେଇବା, ମୁହଁ ନାଳେଇବା, ମୁହଁ ପାଣେଇବାଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+ଲାଳ+ବହ ଧାତୁ)
[ସମ୍ପାଦନା]- ୧. ମୁଖରୁ ନାଳ ସ୍ରବିବା —୧. Salivation; watering of the mouth.
- ୨. ସମ୍ମୁଖରେ ଖାଦ୍ୟାଦି ପଦାର୍ଥ ଦେଖି ଲାଳାୟିତ ହେବା — ୨. Hankering after or longing for a dainty dish brought to one's presence.
- ୩. କୌଣସି ବସ୍ତୁ ଭୋଗ କରିବାକୁ ମନ ରବେଇ ଖବେଇ ବା ଅସମ୍ଭାଳ ହେବା ଅନ୍ୟର ଭୋଗ ଦେଖି ଅନ୍ୟର ଭୁକ୍ତ ବସ୍ତୁ ପ୍ରତି ପିରବଳ ସ୍ପୃହା ଜନ୍ମିବା —୩. An incontrollable longing for a thing enjoyed by another.