ମୁହଁରେ କାଳି ଦେବା
ଦେଖଣା
ମୁହଁରେ କାଳି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁରେ କାଳି ଦେବା
|
ମୁହଁରେ ଚୂନ କଳା ଦେବା, ମୁହଁରେ ଚୂନ କାଳି ଦେବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ଅପମାନିତ ଓ ଅପଦସ୍ଥ କରିବା —To put a person to disgrace.
[ଦ୍ରଷ୍ଟବ୍ୟ —ପୂର୍ବେ ଦଣ୍ଡରୂପେ ଅପରାଧୀ ବ୍ୟକ୍ତିର ମୁହଁର ଏକ ପାଖରେ ଚୂନ ଓ ଏକ ପାଖରେ କଳା ବୋଳି କିମ୍ୱା ମୁହଁ ଯାକ କଳା ବୋଳି ତାକୁ ଦାଣ୍ଡରେ ବୁଲାଉ ଥିଲେ]