ମୁହଁରେ ଧରିବା
ଦେଖଣା
ମୁହଁରେ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁରେ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କହିବା —୧. To speak.
- ୨. ଉଚ୍ଚାରଣ କରିବା —୨. To utter.
(ଯଥା—ପାପ କଥା କରିବା ଦୂରେ ଥାଉ ମୁହଁରେ ଧଇଲେ ମଧ୍ୟ ପାପ ହୁଏ)
ମୁହଁରେ ଧରିବା
|
(ଯଥା—ପାପ କଥା କରିବା ଦୂରେ ଥାଉ ମୁହଁରେ ଧଇଲେ ମଧ୍ୟ ପାପ ହୁଏ)