ମୁହଁରେ ନିଆଁ
ଦେଖଣା
ମୁହଁରେ ନିଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁହଁରେ ନିଆଁ
|
ଦେଶଜ - ଅ (ଗାଳି)
[ସମ୍ପାଦନା]- ୧. (ମୃତ୍ୟ୍ୟୁକାମନାପୂର୍ବକ ଗାଳି, ଏହାର ଅର୍ଥ ତୋ ମୁହଁ ପୋଡ଼ିଯାଉ) ତୁ ମର୍ —୧. (A curse meaning fire on your mouth) You die.
[ଦ୍ରଷ୍ଟବ୍ୟ —ମୃତ ବ୍ୟକ୍ତିର ମୁଖରେ ମୁଖାଗ୍ନି ଦେବା ବିଧିକୁ ଲକ୍ଷ୍ୟ କରି ବ୍ୟବହୃତ]
- ୨. ମୁଖାଗ୍ନି —୨. The fire set to the face of a dead body going to be cremated.