ମୁହଁରେ ପାଳବିଣ୍ଡା ମାରିବା
ଦେଖଣା
ମୁହଁରେ ପାଳବିଣ୍ଡା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁରେ ପାଳବିଣ୍ଡା ମାରିବା
|
(ମୁହଁରେ ଠିପି ମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ବ୍ୟଙ୍ଗ)
[ସମ୍ପାଦନା]ତୁନି ହୋଇ ରହିବା —To keep silent.
[ଦ୍ରଷ୍ଟବ୍ୟ — କାହାଣୀରେ ବର୍ଣ୍ଣିତ ଅବୁଝାମଣା ରାଜାଙ୍କର ଅଯୋଗ୍ୟ ବା ନିର୍ବୁଦ୍ଧିଆ "ପାଳବିଣ୍ଡା ମନ୍ତ୍ରୀଙ୍କ ମୁଁହରୁ କାଳେ ବୁଦ୍ଧି ବାହାରି ପଡ଼ିବ, ଏଥିପାଇଁ ସେ ସବୁବେଳେ ପାଟିରେ "ପାଳବିଣ୍ଡା" ମାରି ଥାଆନ୍ତି ଓ ବଥା କହିବାର ଆବଶ୍ୟକ ହେଲେ ସେ ବିଣ୍ଡାଟି ପାଟିରୁ କାଢ଼ି ଦେଇ କଥା କହି ସାରି ପୁଣି ତତ୍କ୍ଷଣାତ୍ ମୁହଁରେ ପଳବିଣ୍ଡାଟି ମାଡ଼ି ଦିଅନ୍ତି ଏହି କାହାଣୀକୁ ଲକ୍ଷ୍ୟ କରି ବ୍ୟବହୃତ]