ମୁହଁରେ ଫୁଲ ଚନ୍ଦନ ବରଷୁ
ଦେଖଣା
ମୁହଁରେ ଫୁଲ ଚନ୍ଦନ ବରଷୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁହଁରେ ଫୁଲ ଚନ୍ଦନ ବରଷୁ
|
ଦେଶଜ - ଅ. (ଆଶୀର୍ବଚନ)
[ସମ୍ପାଦନା]- ୧. ତୋ କଥା ସତ୍ୟ ହେଉ —୧. (Inter) May thjy words come true.
- ୨. ତୁ ଯେଉଁ କଥା କହିଲୁ ଏଥିପାଇଁ ଈଶ୍ୱର ତୋର ମଙ୍ଗଳ କରନ୍ତୁ —୨. Be thou blessed for what you have said.