Jump to content

ମୁହଁରେ ବାଡ଼ିଏ ଦେବା

ଉଇକିଅଭିଧାନ‌ରୁ

ମୁହଁରେ ବାଡ଼ିଏ ଦେବା

ଉଚ୍ଚାରଣ

[ସମ୍ପାଦନା]

ମୁହଁରେ ବାଡ଼େଇବା, ମୁହେଁ ମୁହେଁ ବାଡ଼େଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ସାମନା ସାମନି ଅପ୍ରିୟ ଉତ୍ତର ଦେଇ ତୁନି କରି ଦେବା —୧. To silence a person by speaking unpleasantly to his face.
୨. କୌଣସି ବ୍ୟକ୍ତି କଥା କହିବାକୁ ଆରମ୍ଭ କଲା ବେଳେ ତାକୁ ଧମକାଇ ତୁନି କରିବା —୨. To silence a person by threatening him when be begins to speak.

[ଦ୍ରଷ୍ଟବ୍ୟ —ଯେଉଁ ପରି ପଶୁ ଆଦି କୌଣସି ବସ୍ତୁ ଖାଇବାକୁ ତହିଁରେ ମୁହଁ ଲଗାଇବା ବେଳେ ତା ମୁହଁରେ ପ୍ରହାର କଲେ ସେ ଉକ୍ତ କର୍ଯ୍ୟରୁ ବିରତ ହୁଏ; ଏହି ଲକ୍ଷଣାରୁ]