Jump to content

ମୁହଁରେ ବାଡ଼ ବତା ନ ଥିବା

ଉଇକିଅଭିଧାନ‌ରୁ

ମୁହଁରେ ବାଡ଼ ବତା ନ ଥିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଥା କହିବା ବିଷୟରେ ନିର୍ଭୀକ ହେବା — ୧. Being fearless in speech.
୨. ଅସଙ୍ଗତରୂପେ କଥା କହିବା — ୨. Speaking without restraint; talking incoherently or irresponsibly.
୩. ଆଗ ପଛକୁ ଦୃଷ୍ଟି ନ ରଖି ଯାହା ତୁଣ୍ଡକୁ ଆସିଲା ତାହା କହିବ — ୩. Blabbing or speaking out anything which comes uppermost to one's lips.
୪. ଅଶ୍ଳୀଳ କଥା କହିବା —୪. Speaking out indecently.