Jump to content

ମୁହଁରେ ଲାଗି ଯିବା

ଉଇକିଅଭିଧାନ‌ରୁ

ମୁହଁରେ ଲାଗି ଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମୁଖ+ଲଗ୍ନ)

[ସମ୍ପାଦନା]

ଥରେ ଖାଇ— ଥିବା କୌଣସି ସୁସ୍ୱାଦୁ ଖାଦ୍ୟର ବା ଥରେ ଭୋଗ କିରଥିବା କୌଣସି ସୁଖକର ପଦାର୍ଥର ଭୋଗଜନିତ ସୁଖ ପୁଣି ଆସ୍ୱାଦନ କରିବା ପାଇଁ ଲାଳାୟିତ ହେବା —To hanker after a thing once tasted.