ମୁହଁ ଅନ୍ଧାର
ଦେଖଣା
ମୁହଁ ଅନ୍ଧାର
ଉଚ୍ଚାରଣ
[ସମ୍ପାଦନା](କିଟିକିଟିଆ ଅନ୍ଧାର—ବିପରୀତ)
ଅନୁବାଦ
[ସମ୍ପାଦନା]ମୁହଁ ଅନ୍ଧାର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+ଅନ୍ଧକାର)
[ସମ୍ପାଦନା]- ୧. ବେଳ ବୁଡ଼ିବା ସମୟରେ ସାମାନ୍ୟ ଅନ୍ଧାର (ଯେଉଁ ଅନ୍ଧାରରେ ସାମନାରେ ଥିବା ଲୋକର ଉପସ୍ଥିତି ଓ ଆବୃତି ଜଣାପଡ଼େ, କିନ୍ତୁ ମୁହଁକୁ ଚିହ୍ନାଯାଇ ପାରେ ନାହିଁ) —୧. The darkness dusk (by which a person's face cannot be distinguished).
- ୨. ପ୍ରାତଃ କାଳର ଠିକ୍ ପୂର୍ବ ସମୟ —୨. Day-break.
(ଉ— ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ )