ମୁହଁ ଉଠା ଇବା
ଦେଖଣା
ମୁହଁ ଉଠା ଇବା
ଉଚ୍ଚାରଣ
[ସମ୍ପାଦନା][ମୁହଁ ଟେକିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମୁହଁ ଉଠା ଇବା
|
ଦେଶଜ - କ୍ରି. (ସଂସ୍କୃତ - ମୁଖ+ଉତ୍+ସ୍ଥା ଧାତୁ)
[ସମ୍ପାଦନା]- ୧. ତଳକୁ ନତ କରିଥିବା ମୁଖକୁ ଉପରକୁ ଟେକିବା —୧. To raise up one's face.
- ୨. ବହୁ ଲୋକଙ୍କ ମଧ୍ୟରେ ପ୍ରଧାନ ବା ଉନ୍ନତ ଅବସ୍ଥାଯୁକ୍ତ ହେବା —୨. To become prominent amongst many.