Jump to content

ମୁହଁ କଣ୍ଡୁ

ଉଇକିଅଭିଧାନ‌ରୁ

ମୁହଁ କଣ୍ଡୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+କଣ୍ଡୁ)

[ସମ୍ପାଦନା]

ମୁହଁବଳ; କଥା କହିବାର ସାମର୍ଥ୍ୟ; ମୁଖରତ —୧. Ability to talk; glibness

୨. କଥା କହିବା ପାଇଁ ଅତ୍ୟଧିକ ବ୍ୟଗ୍ରତା — ୨. An inordinate desire to speak.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

/?/ Talkative.