Jump to content

ମୁହଁ କଥା

ଉଇକିଅଭିଧାନ‌ରୁ

ମୁହଁ କଥା

ଉଚ୍ଚାରଣ

[ସମ୍ପାଦନା]

(ମୁହଁର କଥା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+କଥା)

[ସମ୍ପାଦନା]
୧. ବାକ୍ୟ ମାତ୍ରରେ ପର୍ଯ୍ୟବସିତ ବଚନ —୧. Windy words; speech consisting of words only (i.e. not ending in deeds.
୨. ବାଗାଡ଼ମ୍ୱର —୨. A display of words; verbiage.
୩. ମୌଖିକ କଥା — ୩. Verbal news; word of mouth,
୨. ବାହ୍ୟ କଥା (ଯାହା ଆନ୍ତରିକ ନୁହେଁ) —୪. Outward expressions (which does not represent the speaker's actual feelings.)