ମୁହଁ କାଢ଼ିବା
ଦେଖଣା
ମୁହଁ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା](ମୁହଁ ବାହାର କିରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁହଁ କାଢ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କଇଁଛ ଆପଣା ଖୋଳରୁ କିମ୍ୱା ସର୍ପ ଆଦି ଆପଣା ଗାତରୁ କିମ୍ୱା ନୂଆ ବୋହୂ ଓଢ଼ଣା ମଧ୍ୟରୁ ବା ଯାତ୍ରୀ ରେଲ ଗାଡିର ଖିଡ଼ିକିରୁ ମୁଖକୁ ପଦାକୁ ବାହାର କରିବା ବା ଦେଖାଇବା —To show out one's face from a hole or veil or wiondow, said of atortoise, a snake or a veled woman etc.