ମୁହଁ ଖଉରିବା
ଦେଖଣା
ମୁହଁ ଖଉରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଖଉରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଖର ଶ୍ମଶ୍ରୁ ଆଦିର କ୍ଷୌର କରିବା — To shave the beard etc of the face.
(ଉ—ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାରି ନ ଥାଏ ଖଉରିବାକୁ— ଢଗ )
ମୁହଁ ଖଉରିବା
|
ମୁଖର ଶ୍ମଶ୍ରୁ ଆଦିର କ୍ଷୌର କରିବା — To shave the beard etc of the face.
(ଉ—ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାରି ନ ଥାଏ ଖଉରିବାକୁ— ଢଗ )