ମୁହଁ ଖାଈ
କଳିହୁଡ଼ୀ; ଯେଉଁ ସ୍ତ୍ରୀ ମୁହଁକୁ ଚାହୁଁ ଚାହୁଁ ହୁଡ଼ିବାର ଗାଳିଦିଏ — Very quarrelsome (Woman), shrewish.