ମୁହଁ ଖୁରା
ଦେଖଣା
ମୁହଁ ଖୁରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଗୋରୁମାନଙ୍କର ରୋଗବିଶେଷ; ଫାଟୁଆ —A cattle disease appearing in the foot and mouth disease of cattle.
[ଦ୍ରଷ୍ଟବ୍ୟ —ଏହି ରୋଗ ହେଲେ ଗୋରୁମାନେ ମୁହଁ ଖୋଲି କିଛି ଖାଇ ପାରନ୍ତି ନାହିଁ ଓ ସେମାନଙ୍କ ଖୁରାର ସନ୍ଧିରେ ଘାଆ ହୁଏ ]