ମୁହଁ ଖୋଲିବା
(ମୁହଁଫିଟା(ଟେ)ଇବା—ଅନ୍ୟରୂପ]
(ମୁହଁ ଖୋଲିଯିବା, ମୁହଁ ଫିଟିବା—ବିଶେଷ୍ୟରୂପ)
କଥା କହିବା —To open one's mouth; to speak out.