Jump to content

ମୁହଁ ଗାଣ୍ଡି ପାଲଟିବା

ଉଇକିଅଭିଧାନ‌ରୁ

ମୁହଁ ଗାଣ୍ଡି ପାଲଟିବା

ଉଚ୍ଚାରଣ

[ସମ୍ପାଦନା]

ମୁହଁ ଗାଣ୍ଡି ବନିକା, ମୁହଁ ଗାଣ୍ଡି ହେବା, ମୁହଁ ଗାଣ୍ଡି ହୋଇଯିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଅଶିଷ୍ଟ)

[ସମ୍ପାଦନା]

ମୁଖୋଚ୍ଚାରିତ ବାକ୍ୟ ପ୍ରତିପାଳିତ ନ ହେବା — Breach of one's promise.

[ଦ୍ରଷ୍ଟବ୍ୟ — ମୁହଁ ଶବ୍ଦ ଉଚ୍ଚତାବ୍ୟଞ୍ଜକ ଓ ଗାଣ୍ଡି ହୀନତା ବା ହେୟତାବ୍ୟଞ୍ଜକ ଯେଉଁ ଲୋକ ଆପଣାର ବାକ୍ୟ ବା ସତ୍ୟ ପାଳନ ନ କରେ, ଇତର ଲୋକେ କହନ୍ତି,"ତାର ମୁହଁ ନୁହେଁ ଯେ ଗାଣ୍ଡି", 'ତାର ମୁହଁଟା ଗାଣ୍ଡି ହେଲା' ଇତ୍ୟାଦି

ଇତର ଲୋକେ ଅତି ବେହିଆ ଲେକକୁ ଲକ୍ଷ୍ୟ କରି କହନ୍ତି ଯେ "ତାକୁ ମୁହଁରେ ମାଇଲେ ଲାଜ ନାହିଁ, କି ଗାଣ୍ଡିରେ ମାଇଲେ ଲାଜ ନାହିଁ ]