ମୁହଁ ଚାହାଣି
ଦେଖଣା
ମୁହଁ ଚାହାଣି
ଉଚ୍ଚାରଣ
[ସମ୍ପାଦନା][ମୁହଁ(ହୁଁ) ଚାହାଣିଆ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମୁହଁ ଚାହାଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ୱଶୁର ଘରେ ନବାଗତା ବଧୂର ମୁଖକୁ ପ୍ରଥମେ ଦେଖିଲାବେଳେ ବନ୍ଧୁମାନଙ୍କର ଦେବା ଉପଢ଼ୌକନ — Present given to a newly come bride.