ମୁହଁ ଚିକଣାଇବା
ଦେଖଣା
ମୁହଁ ଚିକଣାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଚିକଣାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଖ+ଚିକ୍କଣ)
[ସମ୍ପାଦନା]- ୧. ଖିଅର ହୋଇ ବା ତେଲ ମାରି ମୁହଁକୁ ଚିକ୍କଣ କରିବା — ୧. To make one's face fair or smooth by shaving or with unguents.
- ୨. (ଲକ୍ଷଣାର୍ଥ) ଖୋସାମଦ କରିବା —୨. (figurative) To flatter.
- ୩. (ଲକ୍ଷଣାର୍ଥ) ହୃଦୟରେ କପଟ ରଖି ମୁହଁରେ ମଧୁର କଥା କହିବା —୩. (figurative) To utter sweet words with conceit inside.