Jump to content

ମୁହଁ ଛିଞ୍ଚାଡ଼ିବା

ଉଇକିଅଭିଧାନ‌ରୁ

ମୁହଁ ଛିଞ୍ଚାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିରକ୍ତ ବା ଘୃଣାରେ ମୁଖ କୁଞ୍ଚିତ କରିବା —୧. To make the face wry expressing disgust or hatred.
୨. (ପଶୁଆଦି) ଖାଇଲା ବେଳେ ମୁହଁକୁ ଇତସ୍ତତଃ ହଲାଇବା —୨. (beasts) To shake the face while eating.