ମୁହଁ ଜଗିବା
ଦେଖଣା
ମୁହଁ ଜଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଜଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନିଷ୍ଟ ନ ଘଟିବା ପାଇଁ ସତର୍କ ରହିବା —୧. To be on's one guard.
- ୨. ଅନ୍ୟ ବ୍ୟକ୍ତିର ମନକୁ ସନ୍ତୁଷ୍ଟ ରଖାଇବା — ୨. To please another person.
- ୩. କାର୍ଯ୍ୟର ସମାପ୍ତି ଘଟିବା ପୂର୍ବରୁ ସାବଧାନ ରହିବା —୩. To be careful before the completion of any work.