Jump to content

ମୁହଁ ଜୋର୍

ଉଇକିଅଭିଧାନ‌ରୁ

ମୁହଁ ଜୋର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦାମ୍ଭିକତା; ଭୁରୁଡ଼ୁ ୧. Effrontery.
୨. ବାକ୍ଶକ୍ତିର ପ୍ରଖରତା —୨. Glibness of the tongue
୩. କୌଣସି କୌଣସି ଘୋଡ଼ାର ଲଗାମକୁ ବା ବାଗକୁ ନ ମାନିବାର ଶକ୍ତି —୩. Obstinacy of some horses not to be curbed or restrained.

ଅନୁବାଦ

[ସମ୍ପାଦନା]

ମୁହଁ(ହୁଁ) ଜୋର ଦାର, ମୁହଁ (ହୁଁ) ଜୋରିଆ—ଅନ୍ୟବିଶେଷଣ - ରୂପ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବଚନ— କୁଶଳ —୧. Glib.
୨. ଭୁରୁଡ଼ା — ୨. Full of effrontery.
୩. ଯୋଉଁ ଘୋଡ଼ା ବାଗକୁ ମାନେ ନାହିଁ —୩. Strong-mouthed; uncurbable (horse).