ମୁହଁ ଦେଖାଯିବା
ଦେଖଣା
ମୁହଁ ଦେଖାଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଦେଖାଯିବା
|
(ମୁହଁ ଦି[ଦୁ]ଶିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସମ୍ମୁଖରେ ଧୃତ ଦର୍ପଣରେ ଆପଣାର ମୁଖ ପ୍ରତିଫଳିତ ହେବା — ୧. The reflection of one's face in a mirror held before one.
- ୨. କୌଣସି ସ୍ଥାନରେ କୌଣସି ବ୍ୟକ୍ତିର ଦର୍ଶନ ମିଳିବା —୨. The appearance of a person at a place.
- ୩. ଈଷତ୍ ଅନ୍ଧାରରେ ବା କ୍ଷୀଣ ଆଲୋକରେ କୌଣସି ବ୍ୟକ୍ତିର ମୁଖ ବାରି ହେବା —୩. The face of a person being distinguished in a faint light or slight darkness.
- ୪. କଳ୍ପନାରେ କୌଣସି ଅନୁପସ୍ଥିତ ବ୍ୟକ୍ତିର ମୁଖ ଦୃଷ୍ଟ ହେବା — ୪. The face of an absent person being recalled to the mind's eye.