ମୁହଁ ଦେଖେଇବା
ଦେଖଣା
ମୁହଁ ଦେଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଦେଖେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁହଁ କାଢ଼ିବା (ଦେଖ) - ୧. Muhañ kaṟḍ̠ẖibā (See)
- ୨. ଆପଣାର ମୁଖକୁ ଅନ୍ୟ ବ୍ୟକ୍ତିର ଦେଖିବାକୁ ସୁବିଧା ଦେବା —୨. To allow another to see one's face; to show one's face.
- ୩. ଲଜ୍ଜାରେ ନତମସ୍ତକ ନ ହୋଇ ସମାଜରେ ସ୍ୱଚ୍ଛନ୍ଦରେ ବିଚରଣ କରିବା —୩. To walk in the society with a raised head.