Jump to content

ମୁହଁ ଦେବା

ଉଇକିଅଭିଧାନ‌ରୁ

ମୁହଁ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ଅଯଥା ପ୍ରଶ୍ରୟ ଦେବା —୧. To give undue indulgence to a person.

(ଯଥା—ଚାକର କୁକୁରଙ୍କୁ ମୁହଁ ଦେଲେ ସେମାନେ ଓପରେ ଚଢ଼ନ୍ତି)

୨. ଆସ୍ୱାଦନ କରିବା; ଚାଖିବା —୨. To taste.

(ଯଥା—ଏ ପାଣିରେ ଜମା ମୁହଁ ଦେଇ ଦେଉ ନାହିଁ)

୩. [[ ମୁହଁ ମାରିବା (୧) (ଦେଖ) - —୩. Muhañ māribā (୧) (See)
୪. ମୁହଁ ପକାଇବା (ଦେଖ) - —୪. Muhañ pakāibā (See)