ମୁହଁ ଧରାଇବା
ଦେଖଣା
ମୁହଁ ଧରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଧରାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଉପଦଂଶ ରୋଗାଦିନତ ଶରୀରା— ଭ୍ୟନ୍ତରସ୍ଥ ବିଷକୁ ମୁହଁ ବାଟେ ଲାଳ ସହିତ ବାହାର କରାଇବା ପାଇଁ ପାରଦଘଟିତ ଔଷଧ ପ୍ରୟୋଗପୂର୍ବକ ରୋଗୀର ମୁହଁକୁ ଫୁଲାଇବା —To cause one's face to be swollen and make one's mouth salivate by the application of mercurial medicine to extracting venereal poison from the body.