Jump to content

ମୁହଁ ନିକିଟିବା

ଉଇକିଅଭିଧାନ‌ରୁ

ମୁହଁ ନିକିଟିବା

ଉଚ୍ଚାରଣ

[ସମ୍ପାଦନା]

[ମୁହଁ ନିକି (କୁ)ଟା(ଟେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦାନ୍ତ ନିକୁଟିବା; ମୁଖକୁ ଈଷତ୍ କୁଞ୍ଚିତ କରିବା —୧. To slightly show the teeth while speaking.
୨. (ଲକ୍ଷାଣର୍ଥ) ଅନୁନୟ ବିନୟ କରିବା — ୨. To request hubly.