ମୁହଁ ନିରିଖିବା
ଦେଖଣା
ମୁହଁ ନିରିଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ନିରିଖିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଖ ନିରୀକ୍ଷଣ)
[ସମ୍ପାଦନା]- ୧. ଅନ୍ୟର ମୁଖକୁ ଯତ୍ନପୂର୍ବକ, ସ୍ନେହପୂର୍ବକ ବା ମନୋନିବେଶପୂର୍ବକ ଦେଖିବା —୧. To look attentively at a person's face.
- ୨. ପ୍ରିୟ ବ୍ୟକ୍ତିର ମୁଖ ଦର୍ଶନ କରିବା — ୨. To look at the face of one's beloved.