Jump to content

ମୁହଁ ନ ଚାହିଁବା

ଉଇକିଅଭିଧାନ‌ରୁ

ମୁହଁ ନ ଚାହିଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦୋଷ ବା ଅପରାଧ କରିଥିବା ଅପରାଧ କରିଥିବା ବ୍ୟକ୍ତିକୁ ନ ଦେଖିବା —Not to look at the face of an offending person.

[ଦ୍ରଷ୍ଟବ୍ୟ —ଦୋଷୀର ବା ଅପରାଧୀର ଉପସ୍ଥିତିଦ୍ୱାରା କ୍ରୋଧର ବା ଦୁଃଖର ଉଦ୍ରେକ ହେବ ବୋଲି ତାହାର ମୁଖାବଲୋକନ ନିଷିଦ୍ଧ ଏଥିପାଇଁ ରାଜସଭାରେ ଅପରାଧୀ ବ୍ୟକ୍ତିକୁ 'ଦୁଆର ମନା' ବା 'ଛାମୁ ମନା' ଦଣ୍ଡ ଦିଆଯାଏ]