Jump to content

ମୁହଁ ପାଇବା

ଉଇକିଅଭିଧାନ‌ରୁ

ମୁହଁ ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଯଥା ଉତ୍ସାହ ବା ପ୍ରଶ୍ରୟ ପାଇବା — ୧. To get undue indulgence.

(ଉ—ଛୋଟ ଲୋକେ ମୁହଁ ପାଇଲେ ଉପରେ ଚଢ଼ିବେ)

୨. ମୁହଁ ଚଢ଼ିବା (ଦେଖ) - — ୨. Muhañ baṟḍ̠ẖibā (See)
୩. ଉଚ୍ଚରେ ଥିବା କୌଣସି ଖାଦ୍ୟ ପଦାର୍ଥ (ଯଥା— ଚାଳର ଛଣ, ଡେଙ୍ଗାଗଛର ଡାଳ)କୁ ଗୋରୁ ଓଟ ଆଦି ମୁହଁ ବଢ଼ାଇଲେ ସେ ପର୍ଯ୍ୟନ୍ତ ମୁହଁ ପହଞ୍ଚିବା —୩. To reach a food with one's mouth (said of beasts)