Jump to content

ମୁହଁ ପାଣି ମୁହଁରେ ମାରିବା

ଉଇକିଅଭିଧାନ‌ରୁ

ମୁହଁ ପାଣି ମୁହଁରେ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଷ୍ପ୍ରଭ ବା ଅପ୍ରତିଭ ହେବା; ବାହାଦୂରି ବା ଦାମ୍ଭିକତା ପୂର୍ଣ୍ଣ ଉକ୍ତିର ଯଥାର୍ଥ ଉତ୍ତର ପାଇବାଦ୍ୱାରା ଲଜ୍ଜିତ ହେବା —୧. Becoming erest-fallen after getting proper reply to an imprudent speech; the state of being discomfited;

[ଯଥା—ମୁଁ ଅମୁକ ବିଷୟରେ


(ମୁହଁ ପାଣି ମୁହଁରେ ମାରିବା—କ୍ରିୟା ରୂପ)

ତର୍କ କରିବାକୁ ଆମୁକଙ୍କ ଠାକୁ ଯାଇଥିଲି, କିନ୍ତୁ ସେଠାରେ ତାଙ୍କ ଅଗାଧ ପାଣ୍ଡିତ୍ୟ ଦେଖି ମୋର ମୁହଁ ପାଣି ମୁହଁରେ ମଲା, ମୁଁ ତର୍କ ନ କରି ଫେରି ଆସିଲି]

୨. ଜବତ୍ ହେବା; ଶିକ୍ଷା ପାଇବା —୨. Learning a lasting lesson.
୩. ଲଜ୍ଜିତ ହେବା —୩. Being ashamed.
୪. ଅକୃତ— କାର୍ଯ୍ୟ ହେବା —୪. To be unsccessful