ମୁହଁ ପୋଡ଼ା
ଦେଖଣା
ମୁହଁ ପୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ପୋଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ମନ୍ତ୍ର ବା ଅଭିଚାର ପ୍ରୟୋଗ ବଳରେ କୌଣସି ବ୍ୟକ୍ତି ଅନୟ ବ୍ୟକ୍ତି (ଯଥା— ଆପଣା ପୁଅ, ସ୍ତ୍ରୀ, ସ୍ୱାମୀ, ବନ୍ଧୁ ପ୍ରଭୃତି) ପ୍ରତି ଏପରି ବିରକ୍ତ ହୁଏ ଯେ, ସେ ତାହା ମୁହଁ ସୁଦ୍ଧା ଚାହେଁ ନାହିଁ — The charm, by applying which one becomes so disgusted with one's near relatives, such as son, wife, husband or other dear one,-that he does not look at their face.
(ଥା—ସେ ଅମୁକ ବ୍ୟକ୍ତିକୁ ମୁହଁ— ପୋଡ଼ା କରିଛି)