Jump to content

ମୁହଁ ପୋତିବା

ଉଇକିଅଭିଧାନ‌ରୁ

ମୁହଁ ପୋତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁହଁକୁ ତଳକୁ କରିବା —୧. To droop down one's face.
୨. ଲଜ୍ଜାରେ ମୁହଁକୁ ତଳକୁ କରିବା — ୨. To droop down one's face in shame or modesty.