ମୁହଁ ଫିଟିବା
ଦେଖଣା
ମୁହଁ ଫିଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଫିଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶିଶୁ ବା ମୂକ ବ୍ୟକ୍ତି କଥା କହିବା — ୧. Utterance of a child or mute
- ୨. ମୁହଁରୁ ଗାଳି ମନ୍ଦ ବାହାରିବା —୨. Utterance of obscene words.
- ୩. ବାକ୍ୟ ଉଚ୍ଚାରଣ କରିବା —୩. Utterance of speech.
- ୪. ମନ କଥା ପ୍ରକାଶ କରିବା — ୪. Expression of one's mind.