ମୁହଁ ଫୁଲା
(ମୁହଁ ଫୁଲୀ, ମୁହଁ ଫୁଲେଈ—ସ୍ତ୍ରୀ)
ଅଭିମାନରେ କ୍ରୋଧରେ ବା ମୁଖରେ ମୁଖର ସ୍ଫୀତି; ଭ୍ରୂକୁଟି —Frown.
ଭ୍ରୁକୁଟିଯୁକ୍ତ — Scowling; frowning.