Jump to content

ମୁହଁ ଫୁଲାଇବା

ଉଇକିଅଭିଧାନ‌ରୁ

ମୁହଁ ଫୁଲାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମୁହଁ ଫୁଲୁକା କରିବା, ମୁହଁ ଭୁଡୁଙ୍ଗା(ଙ୍ଗେ) ଇବା, ମୁହଁ ଭୁ(ଭା)ଡୁଙ୍ଗା କରିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କ୍ରୋଧ ଶୋକ ବା କ୍ରନ୍ଦନ ଯୋଗୁଁ ମୁହଁକୁ ସ୍ଫୀତ କରିବା — ୧. To scowl; to have frowing face (due to anger or weeping)
୨. ମୁହଁ ବିରସ କରିବା —୨. To have a pale of sad face.