ମୁହଁ ଫେରାଇବା
ଦେଖଣା
ମୁହଁ ଫେରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଫେରାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାହିଁ ଥିବା ଦିଗରୁ ମୁଖକୁ ବୁଲାଇ ଅନ୍ୟ ଦିଗକୁ ମୁଖ କରିବା — ୧. To turn one's face from one side to a different side.
- ୨. ବିପରୀତ ଦିଗରେ ଗତି କରିବା —୨. To move in an opposite direction.
- ୩. କୌଣସି ଆଡ଼କୁ ଅଭିମୁଖୀ ହେବା — ୩. To turn one's face towards any direction.