Jump to content

ମୁହଁ ଫେରେଇବା

ଉଇକିଅଭିଧାନ‌ରୁ

ମୁହଁ ଫେରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚାହିଁ ଥିବା ଦିଗରୁ ମୁଖକୁ ବୁଲାଇ ଅନ୍ୟ ଦିଗକୁ ମୁଖ କରିବା — ୧. To turn one's face from one side to a different side.
୨. ବିପରୀତ ଦିଗରେ ଗତି କରିବା —୨. To move in an opposite direction.
୩. କୌଣସି ଆଡ଼କୁ ଅଭିମୁଖୀ ହେବା — ୩. To turn one's face towards any direction.